ବୈତରଣୀ, ସୁବର୍ଣ୍ଣରେଖାରେ ବନ୍ୟା: ପ୍ରଭାବିତ ରାଜ୍ୟର ୬ ଜିଲ୍ଲା

କେନ୍ଦୁଝର-କୋଲକାତା ଯୋଗାଯୋଗ ବିଚ୍ଛିନ୍ନ କେନ୍ଦୁଝର/ଯାଜପୁର : ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ୨ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜରେ କଣ୍ଟା, … Continue reading ବୈତରଣୀ, ସୁବର୍ଣ୍ଣରେଖାରେ ବନ୍ୟା: ପ୍ରଭାବିତ ରାଜ୍ୟର ୬ ଜିଲ୍ଲା